Arthar Pipasu Atanti Mo Bapa
Lobharu Je Papa Jata
Ati Papa Hele Mrutyu Hoijae
Ekatha Nischaya Sata
----------------------------------------------------------
Aina Jepari Michha Kahenahi
Akhiki Dekhiba Bhinna
Manadei Jaku Bhala Paithibu
Sehi Heba Jibadhan
--------------------------------------------------------------
Pahilu Dekhare Priya Chari Akhi
Ama Hoila Milan
Tumari Rupaku Priya mo
Hrudaye Kali Sankalan
--------------------------------------------------------------
ଦୁନିଆଁରେ ଯେତେ ବାଧା
ଆସିଲେଟି ତୁମକୁ ବନିତା କରି
ତୁମରି ମଥାରେ ସତୀର ସିନ୍ଦୁର
ପିନ୍ଧାଇବି ହାତେ ଧରି
ତୁମେ ଚିରସ୍ରୋତା ମୋ ପ୍ରେମ
ଜାହ୍ନବୀ ପବିତ୍ର ହ୍ୄଦୟ ଧରି
ସ୍ନେହ ମମତାର ମମତା
ପରଶେ ନେଲ ମୋତେ ବଶ କରି
-------------------------------------------------
ସ୍ନେହମୟୀ ମୋର ପ୍ରେମମୟୀ ପ୍ରିୟା
ତୁମେ ମୋ ଲାବଣ୍ୟମୟୀ
ସ୍ନେହର ଚୁମ୍ୱନ ତୁମରି ଉଦ୍ଦେଶ୍ୟ
ଦେଲି ଗୋ ପ୍ରିୟା ପଠାଇ
ଚିଠି ଦେଇ ମୁହିଁ ତୁମକୁ ଜଣାଇ ଦେଲି ଆହେ ସସମୀତା
ତୁମକୁ ଆଣିବା ପାଇଁ ଯିବି ମୁହିଁ ଅନ୍ୟଥା ନୋହିବ କଥା
ମନ୍ଦିର ପ୍ରାଙ୍ଗଣେ ଧର୍ମ ସାକ୍ଷୀ ରଖି ହେବ ଆମ ବାହାଘର
ତୁମକୁ ହେ ପ୍ରିୟା କୋଳେ ଧରିଥିବି ତୁମେ ହେବ ଯେ ମୋହର
No comments:
Post a Comment