ତୁମରି ରୂପକୁ ହ୍ୄଦୟ ଆଇନା ନିତି ନିତି ଦେଖୁଥାଇ ସତ ଆଇନାରେ ସତ ରୂପ ତୁମ ନିତି ମୋ ପାଶେ ଆସଇ ତୁମେ ମୋତେ ପଛେ ବିବାହ ନ ହୁଅ ଶେଷ ଦେଖା ଯିବ ଦେଇ ମୋହରି ସମାଧି ଦେଖିଯିବ ଥରେ ଆମ ଗାଁ ରାସ୍ତାକୁ ନେଇ
No comments:
Post a Comment