ସେ ସମୟ ଆମ ଯାଇଛି ଦୂରେଇ ସାଜି ଆମେ ପ୍ରେମପ୍ରେମୀ ତୁମକୁ କୋଳରେ ଧରି ମୁଁ ସ୍ୱପନ ଦେଖୁଥିବି ଗୋ ମୋ ମାନିନୀ କେତେ ମନୋହର ନୀଳନୟନାର ପୋଟଳଚିରା ସେ ଆଖି ବାରମ୍ୱାର ତା'ର ମନେ ପଡୁଥିବ ଯିଏ ଥିବ ଥରେ ଦେଖି କ୍ୄଷ୍ଣଚୂଡା ଫୁଲ ପେନ୍ଥା ପେନ୍ଥା ଦିଶେ ସୁନା ଦୁବ କେରି କେରି ମନେ ମୋ ପଡୁଛି ସେଦିନ କେମିତି ଚାହୁଁଥିଲ ଫେରି ଫେରି
No comments:
Post a Comment